Indus Valley Times

ଆଜିଠାରୁ ଖୋଲିବାକୁ ଯାଉଛି ଧଉଳିଶାନ୍ତି ସ୍ତୁପ; ସକାଳ ୧୦ଟାରୁ ପର୍ଯ୍ୟଟକମାନଙ୍କୁ ବୁଲିବାକୁ ଅନୁମତି

 Breaking News

ଆଜିଠାରୁ ଖୋଲିବାକୁ ଯାଉଛି ଧଉଳିଶାନ୍ତି ସ୍ତୁପ; ସକାଳ ୧୦ଟାରୁ ପର୍ଯ୍ୟଟକମାନଙ୍କୁ ବୁଲିବାକୁ ଅନୁମତି

ଆଜିଠାରୁ ଖୋଲିବାକୁ ଯାଉଛି ଧଉଳିଶାନ୍ତି ସ୍ତୁପ; ସକାଳ ୧୦ଟାରୁ ପର୍ଯ୍ୟଟକମାନଙ୍କୁ ବୁଲିବାକୁ ଅନୁମତି
August 26
10:17 2021

ଭୁବନେଶ୍ୱର, ୨୬/୮ : କରୋନା କଟକଣା ମଧ୍ୟରେ ବନ୍ଦ ପଡ଼ିଥିବା ପର୍ଯ୍ୟଟକୀୟ ସ୍ଥଳି ଧଉଳିଶାନ୍ତି ସ୍ତୁପ ଗୁରୁବାର ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଊଛି । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।ଏହି ଖବର ଜାଣିବା ପରେ ପର୍ଯ୍ୟଟକମାନେ ଖୁସି ଜାହିର୍ କରିଛନ୍ତି ।
ପର୍ଯ୍ୟଟକମାନଙ୍କୁ ଦିନ ୧୦ଟା ପରଠାରୁ ବୁଲିବା ପାଇଁ ଅନୁମତି ଦିଆଯିବ । ସାନିଟାଇଜର, ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୂର୍ବଭଳି ସୁରକ୍ଷାକର୍ମୀ, ଓ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।
ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋର ମଜା ନେବା ସହ ପ୍ରାକୃତକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଧଉଳି ଖୋଲାଯିବା ନେଇ ଗତ ୨୩ ତାରିଖଠାରୁ ଅନୁମତି ପତ୍ର ମିଳିସାରିଥିଲା ହେଲେ ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜି ଠାରୁ ଖୋଲିବ ଶାନ୍ତିସ୍ତୂପ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031