Legatus

ଆଜି ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖରେ ସାରା ଓଡିଶା

 Breaking News

ଆଜି ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖରେ ସାରା ଓଡିଶା

ଆଜି ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖରେ ସାରା ଓଡିଶା
March 26
08:49 2024

ଭୁବନେଶ୍ୱର,୨୬/୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି।
ଅନ୍ୟପଟେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନ ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ରଙ୍ଗ ଯାଞ୍ଚ କରାଯାଇଛି। କେମିକାଲ ମିଶ୍ରିତ ରଙ୍ଗ ବିକୁଥିବା ଦୋକାନୀଙ୍କୁ ସଚେତନ କରିବା ସହ କାର‌୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୋଲିସ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31