Indus Valley Times

ଆଜି ହେଉଛି ଅଁଳାନବମୀ : ଧବଳେଶ୍ୱର ପୀଠରେ ନଭେମ୍ବର ୧୯ ଯାଏଁ ୮ ଦିନ ଧରି ୧୪୪ ଧାରା ଲାଗୁ କଲା ଆଠଗଡ଼ ପ୍ରଶାସନ

 Breaking News

ଆଜି ହେଉଛି ଅଁଳାନବମୀ : ଧବଳେଶ୍ୱର ପୀଠରେ ନଭେମ୍ବର ୧୯ ଯାଏଁ ୮ ଦିନ ଧରି ୧୪୪ ଧାରା ଲାଗୁ କଲା ଆଠଗଡ଼ ପ୍ରଶାସନ

ଆଜି ହେଉଛି ଅଁଳାନବମୀ : ଧବଳେଶ୍ୱର ପୀଠରେ ନଭେମ୍ବର ୧୯ ଯାଏଁ ୮ ଦିନ ଧରି ୧୪୪ ଧାରା ଲାଗୁ କଲା ଆଠଗଡ଼ ପ୍ରଶାସନ
November 12
07:16 2021

ଆଠଗଡ଼, ୧୨/୧୧: ଆଜି ହେଉଛି ପବିତ୍ର ଅଁଳାନବମୀ । ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ୧୯ ଯାଏଁ ୮ ଦିନ ଧରି ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ ।
ଅଁଳାନବମୀରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜିଠାରୁ ପଞ୍ଚକ ସମେତ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପୀଠରେ ୧୪୪ ଧାରା ଜାରି କରିବା ସହିତ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।
କେବଳ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ରୀତିନୀତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ । ବଡ଼ଓଷାର ଗଜଭୋଗ ପୀଠ ବିତରଣ ପାଇଁ ନିଷ୍ପତି ନିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031