Indus Valley Times

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

 Breaking News

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

October 01
21:31 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୧୦/୧: ନୟାଗଡ଼ ଜିଲ୍ଲା ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଦିବସ ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଅନାଥ ପରିତ୍ୟକ୍ତ ବାଳାଶ୍ରମ , ଲକ୍ଷ୍ମୀ ନାରାୟଣ ପୁର ଏବଂ ନିତ୍ତ୍ବାସା , ରତାଖଣ୍ଡି ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଳ ବିଶୋଧନ ଯନ୍ତ୍ର ଏବଂ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିକିତ୍ସା ଉପକରଣ ବଣ୍ଟନ କରିଛନ୍ତି। ଏହି କାର‌୍ୟ୍ୟକ୍ରମ ରେ ସମସ୍ତ ଅନାଥ ବାଳାଶ୍ରମ ଓ ନିତ୍ତ୍ବାସାର କର୍ମକର୍ତ୍ତା ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031