Indus Valley Times

ଆରମ୍ଭରୁ ବିଧାନସଭାରେ ତାତି:ପ୍ରଶ୍ନକାଳ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ

 Breaking News

ଆରମ୍ଭରୁ ବିଧାନସଭାରେ ତାତି:ପ୍ରଶ୍ନକାଳ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ

ଆରମ୍ଭରୁ ବିଧାନସଭାରେ ତାତି:ପ୍ରଶ୍ନକାଳ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ
September 01
13:45 2021

ଭୁବନେଶ୍ବର,୧/୯: ଆରମ୍ଭ ହୋଇଛି ବିଧାନସଭାରେ ମୌସୁମୀ ଅଧିବେଶନ । ପ୍ରଥମ ଦିନରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳରେ ଗୃହକୁ ମୁଲତବି ରଖାଯାଇଛି । ଆଜି ଦିନ ୧୧ଟାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ବିରୋଧୀ ହୋ ହଲ୍ଲା ଓ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।
ସୂଚନା ମୁତାବକ, ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031