Indus Valley Times

ଆସନ୍ତା କାଲି ଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ, ଏହି ସବୁ କର୍ମଚାରୀଙ୍କ ପାଇଁ କୋହଳ ହେବ ନିୟମ

 Breaking News

ଆସନ୍ତା କାଲି ଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ, ଏହି ସବୁ କର୍ମଚାରୀଙ୍କ ପାଇଁ କୋହଳ ହେବ ନିୟମ

December 31
16:33 2021

ଭୁବନେଶ୍ବର ୩୧/୧୨: ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନିୟମରେ ପରିବର୍ତ୍ତନ ହୋଇଛି । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନିୟମରେ ପରିବର୍ତ୍ତନ ହୋଇଛି । ଏସଆରସିଙ୍କ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି ।

ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ପୋଲିସ, ମେଡିକାଲ ଷ୍ଟାଫ, ମ୍ୟୁନିସିପାଲିଟି ଷ୍ଟାଫଙ୍କ ପାଇଁ କଟକଣା କୋହଳ କରାଯାଇଛି । ବିମାନବନ୍ଦର, ଷ୍ଟେସନରୁ ଯାତ୍ରୀ ପରିବହନ ପାଇଁ କଟକଣା କୋହଳ ହୋଇଛି । ରାତିରେ ଇଣ୍ଡଷ୍ଟ୍ରି ଓ କନଷ୍ଟ୍ରକ୍ସନ କାମ ଜାରି ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031