Indus Valley Times

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

 Breaking News

କରୋନା ନେଲା ଆଉ ୪ ଜଣଙ୍କ ଜୀବନ

July 17
11:42 2020

ଭୁବନେଶ୍ବର ୧୭/୭: ଓଡିଶାରେ କରୋନା ନେଲା ଆଉ ୪ ଜଣଙ୍କ ଜୀବନ। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି।
ଗଞ୍ଜାମର ୫୭ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିଲା ଓ ୬୦ ବର୍ଷିଅ ବ୍ୟକ୍ତିଙ୍କର କିଡ୍ନି ରୋଗ ଥିଲା। ସେହିପରି ଅନୁଗୁଳର ୬୬ ବର୍ଷିଅ ବ୍ୟକ୍ତିଙ୍କର ନ୍ୟୁରୋଏଣ୍ଡ୍ରୋକାଇନ୍ ଟ୍ୟୁମର୍ ରହିଥିଲା। ଗଜପତିର ୫୬ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିବା ବେଳେ ଭଦ୍ରକର ୫୬ ବର୍ଷିଅ ବ୍ୟକ୍ତିଙ୍କର ସିଜର୍ ଡିଜ୍ଅର୍ଡର ଥିଲା ଓ ଯାଜପୁରର ୬୨ ବର୍ଷୀୟା ମହିଳା କର୍କଟ ଦ୍ବାରା ଆକ୍ରାନ୍ତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031