Indus Valley Times

ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍

 Breaking News

ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍

ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍
December 16
18:08 2021

ଭୁବନେଶ୍ବର,୧୬/୧୨: ଇସ୍ପାତ ଓ ଖଣି ବିଭାଗରେ କରୋନା ଆତଙ୍କ । ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ଗୁରୁବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅଫିସ୍ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ କାର‌୍ୟ୍ୟାଳୟକୁ ସାନିଟାଇଜ୍ କରାଯିବ। କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରିବେ। କିଛି କର୍ମଚାରୀ ଘରୁ ଅନ୍ଲାଇନ୍ରେ କାମ କରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031