Indus Valley Times

ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ , ତିର୍ତ୍ତୋଲରେ ଲଢ଼ିବେ ରାଜକିଶୋର

 Breaking News

ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ , ତିର୍ତ୍ତୋଲରେ ଲଢ଼ିବେ ରାଜକିଶୋର

October 11
21:21 2020

ଭୁବନେଶ୍ୱର,୧୧/୧୦: ରାଜ୍ୟରେ ଦୁଇଟି ଉପନିର୍ବାଚନ ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ପାଇଁ ରବିବାର ଦିନ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ଦିଗଙ୍ଗତ ବିଜେପି ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ପାଇଁ ରାଜ କିଶୋର ବେହେରାଙ୍କ ନାମ ଘୋଷଣା କରିଛି ବିଜେପି ।
ସୂଚନାରୁ ପ୍ରକାଶ, ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା। ନଭେମ୍ୱର ୩ ତାରିଖରେ ଏହି ଆସନ ପାଇଁ ମତଦାନ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031