Indus Valley Times

ଏପ୍ରିଲ ମାସରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଡେଲଭରି ବୟ’

 Breaking News

ଏପ୍ରିଲ ମାସରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଡେଲଭରି ବୟ’

ଏପ୍ରିଲ ମାସରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଡେଲଭରି ବୟ’
March 22
10:46 2023

ମୁମ୍ବାଇ,୨୨/୩: ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଏକ ମୌଳିକ କାହାଣୀକୁ ନେଇ ‘ଡେଲଭରି ବୟ’ ଚଳଚ୍ଚିତ୍ର ଆଧାରିତ। ଲୋକମାନେ ଅନ୍ଲାଇନ୍ରେ ଅନେକ ଜିନିଷ ଅର୍ଡର କରିଥାନ୍ତି।
ଉକ୍ତ ସାମଗ୍ରୀକୁ ଠିକ୍ ସମୟରେ ଲୋକଙ୍କ ପାଖରେ ପହଁଚାଇବା ଡେଲିଭରି ବୟର କାମ। କିନ୍ତୁ ଡେଲିଭରି ବୟ ଅନେକ ଅସୁବିଧାର ସାମ୍ନା କରିଥାଏ। ଆଗାମୀ ଏପ୍ରିଲ ମାସରେ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।
ଏହାର ଅଡିଓ ଓ ଟ୍ରେଲର ରିଲିଜ୍ ହେଇଯାଇଛି। କାହାଣୀ ପରିକଳ୍ପନା ପ୍ରଯୋଜକ ଜେ .ଆର.ଏମ୍, ସଂଳାପ ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ। ଏଥିରେ ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ସୁଶାନ୍ତ, ସୂର‌୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଛନ୍ତି।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031