Indus Valley Times

ଓଡିଶାରୁ ଦୁଇ ଜଣ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ

 Breaking News

ଓଡିଶାରୁ ଦୁଇ ଜଣ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ

ଓଡିଶାରୁ ଦୁଇ ଜଣ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ମନୋନୀତ
March 25
19:34 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର, ୨୫/୩ : ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ଭାବେ ମନୋନୀତ । ଓଡିଶା ରୁ ଦୁଇ ଜଣ ମନୋନୀତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ।
ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଙ୍କୁ ବିବିନ୍ନ ସଂଗଠନ, ବାଲେଶ୍ବର ଭଦ୍ରକ ମାନେ, ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ର ସମସ୍ତ କର୍ମଚାରୀ ର samabyabit ମାନେ ଶୁଭେଚ୍ଛା janeichhanti ।
ବ୍ୟାଙ୍କ ର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ସମବାୟ ମନ୍ତ୍ରୀ sjଅତନୁ ସବ୍ୟସାଚୀ ନାୟକ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ସଭାପତି sj ପ୍ରକାଶ ରାଓ ଦୋରା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
balesore bhadrak central coprative bank ra କର୍ମଚାରୀ ଓ ବାଲେଶ୍ଵର ଭଦ୍ରକ ର ସମସ୍ତ ସମବାୟବିତି ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ଥିବା ମୌଳିକ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ରେ ଦାବି ଉପସ୍ଥାପନ କରି ସମାଧନ କରିବା ସହ ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ କୁ ଓଡିଶାର ଏକ Numberବ୍ୟାଙ୍କ କରିବା ପାଇଁ କହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031