Indus Valley Times

ଓଡିଶା ସରକାରଙ୍କ ଶିକ୍ଷା ବିଭାଗରୁ ପୁରସ୍କୃତ ହେଲା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ର ଛାତ୍ରୀ ଇପ୍ସିତା ସାହୁ

 Breaking News

ଓଡିଶା ସରକାରଙ୍କ ଶିକ୍ଷା ବିଭାଗରୁ ପୁରସ୍କୃତ ହେଲା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ର ଛାତ୍ରୀ ଇପ୍ସିତା ସାହୁ

January 31
20:51 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୧/୧ : ଓଡ଼ିଶା ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ର ଛାତ୍ରୀ କୁମାରୀ ଇପ୍ସିତା ସାହୁ ପୁରସ୍କୃତ। ଯୁକ୍ତ ୩ ସଂସ୍କୃତ ବିଭାଗର ବାର୍ଷିକ ପରିକ୍ଷାରେ ୭୬.୬୫ ପ୍ରତିଶତ ନମ୍ବର ରଖି ଓଡିଶା ସରକାରଙ୍କ ଠାରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି।
କୁମାରୀ ଇପ୍ସିତା ସାହୁ ଓଡିଶା ଆଦର୍ଶ ଶିକ୍ଷକ ଗଙ୍ଗାଧର ସାହୁ ଙ୍କ ନାତୁଣୀ ଏବଂ ଶିକ୍ଷକ ଉମାକାନ୍ତ ସାହୁ ଙ୍କ କନ୍ୟା ଅଟନ୍ତି। ବର୍ତ୍ତମାନ ଇପ୍ସିତା ସାହୁ ବାଙ୍କୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ସଂସ୍କୃତ ବିଭାଗରେ ସ୍ନାତକୋତ୍ତର କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031