Legatus

କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ

 Breaking News

କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ

କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ
February 22
18:58 2025

ଭୁବନେଶ୍ୱର,୨୨/୨ : ପିସିସି ସଭାପତି ନିୁଯୁକ୍ତ ପରେ ରାଜ୍ୟରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି। କଂଗ୍ରେସ କ୍ୟାମ୍ପରେ ହଲଚଲ୍ ମିଶନ ଘର ସଜଡା।
ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ ପୁରୀ ଯାଏ ଆା ସଂକଳ୍ପ ପଦଯାତ୍ରା ବି ହେଲା ।
ଆଉ ଏବେ ଦଳ ଏବଂ ବିଧାୟକଙ୍କ ମଧ୍ୟରେ ସମନ୍ବୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।
ଶନିବାର ରାଜ୍ୟ କଂଗ୍ରେସ ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରାଜ୍ୟର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଅଜୟ ଲଲ୍ଲୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ବାକି ବୈଠକରେ ଦଳର ସମସ୍ତ ବିଧାୟକ ଉପସ୍ଥିତ ରହିଛନ୍ତି । ଆଗାମୀ ଦିନରେ କିପରି ଦଳ ଓ ବିଧାୟକଙ୍କ ମଧ୍ୟରେ ସମନ୍ବୟ ରହିପାରିବ । ସେନେଇ ବୈଠକରେ ଆଲୋଚନା ଚାଲିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31