Indus Valley Times

କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍

 Breaking News

କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍

November 02
18:48 2022

କଟକ, ୨/୧୧: କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍ ମିଳିଛି। ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
ଏହି ଅଭିଯୁକ୍ତଙ୍କ ପରିଚୟ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ। ତାଙ୍କୁ ମିଳିଥିବା ଜାମିନ୍ର ସର୍ତ୍ତ ଅନୁସାରେ, ପୋଲିସକୁ ନଜଣାଇ ସେମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ପୋଲିସକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ଏମିତି କିଛି ସର୍ତ୍ତରେ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031