Indus Valley Times

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

 Breaking News

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

August 27
19:10 2025

କଟକ, ୨୭/୮ : କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।
ରେଳୱେ ପକ୍ଷରୁ କୁହାଯାଇଛି ଯେ,ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି । ଅପରାହ୍ନ ୩ଟା ୪୫ରେ ଘଟିଛି ଏହି ଅଘଟଣ। ଟ୍ରାକ୍ ୧ ଓ ୨ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେହି ମୃତାହତ ହୋଇ ନାହାନ୍ତି, ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବା ନେଇ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930