Indus Valley Times

କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

 Breaking News

କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
July 07
16:00 2022

ଭୁବନେଶ୍ୱର,୭/୭: ଯେଉଁ କଲେଜରେ ଯେତିକି ସିଟ୍ । ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ। ଆଜି ସମୟ ହେଉଛି ପ୍ରତିଯୋଗିତାର ଦିନ । ଏହା Comepetetive ଦିନ। ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ ।
ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ କ୍ୱାଲିଫାୟ କରି ପଢ଼ିବେ । ଯେତିକି ସିଟ୍ କଲେଜରେ ଅଛି, ତାହା ଯଥେଷ୍ଟ ।
ଗତ ବର୍ଷ କୋଭିଡ ସମୟରେ ୯୭ପ୍ରତିଶତ ପାସ ହାର ଥିଲା, ସିଟ୍ ବଢିଥିଲା । ଚଳିତ ଥର ସିଟ ନେଇ କୌଣସି ସମସ୍ୟା ହେବ ନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031