Indus Valley Times

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା:୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି, ମନ୍ତ୍ରୀଙ୍କୁ କୃତଜ୍ଞତା

 Breaking News

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା:୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି, ମନ୍ତ୍ରୀଙ୍କୁ କୃତଜ୍ଞତା

December 24
19:33 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୪/୧୨:ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ନେଇ ବିଭିନ୍ନ ସମୟରେ ଦାବି ହୁଏ ।
ଏହାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିଯୁକ୍ତିକୁ ନେଇ ପ୍ରତିଶ୍ରୁତି ଦେଇଥିଲେ । କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଜିନ୍ଦଲରେ ଦାନଗଦୀ-ସୁକିନ୍ଦାର ୧୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି।
ଚାକିରୀ ପାଇଥିବା ୧୭ ଜଣ ଯୁବକ ଯୁବତୀ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ରୋଜଗାରକ୍ଷମ ହୋଇଥିବାରୁ ସଫଳତା ପାଇଁ ମନ୍ତ୍ରୀ ଇଂ ଘଡ଼ାଇଙ୍କୁ ଶ୍ରେୟ ଦେବା ସହ ତାଙ୍କୁ ମିଠା ଖୁଆଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031