Indus Valley Times

କାଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏସ୍ସିବିରେ ଭର୍ତ୍ତି

 Breaking News

କାଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏସ୍ସିବିରେ ଭର୍ତ୍ତି

November 25
21:15 2020

କଟକ,୨୫/୧୧ : ବହୁଚର୍ଚ୍ଚିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ। ସେ କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସାଧୀନ ଅଛି । ଦୁଇଦିନ ହେଲା କାଳିଆକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିବାବେଳେ ତାର ହାତ, ଗୋଡ ସବୁ ଫୁଲି ଯାଇଛି। ନିଶ୍ବାସ, ପ୍ରଶ୍ବାସ ଠିକ୍ରେ ଯାଉନଥିବା ବେଳେ ଅବସ୍ଥା ବିଗିଡିବାରେ ଲାଗିଛି। ଫଳରେ ତାର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଲାଗିଥିବା ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031