Indus Valley Times

କ୍ୟାମେରା ମ୍ୟାନ୍ ମାନସ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ କରାଯିବ ଟିଆଇ ପରେଡ୍

 Breaking News

କ୍ୟାମେରା ମ୍ୟାନ୍ ମାନସ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ କରାଯିବ ଟିଆଇ ପରେଡ୍

କ୍ୟାମେରା ମ୍ୟାନ୍ ମାନସ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ କରାଯିବ ଟିଆଇ ପରେଡ୍
April 13
15:46 2022

ଭୁବନେଶ୍ୱର/ଚାନ୍ଦବାଲି ୧୩/୪ : ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ମାମଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ୧୬୪ ଆଧାରରେ ବୟାନ ରେକର୍ଡ ହେଉଛି । ଏହାପରେ ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍ ହେବ ବୋଲି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ । ଟିଆଇ ପରେଡ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ସାକ୍ଷୀମାନଙ୍କ ସମ୍ମୁଖରେ ଉପସ୍ଥିତ କରିବା ପରେ ଚିହ୍ନଟ ପ୍ରକ୍ରିୟା କରାଯିବ । ଏପିରିକି ପ୍ରମାଣ ନଷ୍ଟ କରିବାକୁ ଚଣ୍ଡିଖୋଲ ଯାଇଥିଲା । ଯାହାର ଫଟୋ ଏବେ କ୍ରାଇମ୍ବ୍ରାଞ୍ଚର ହାତରେ ଲାଗିଛି । ଚଣ୍ଡିଖୋଲ ଟୋଲ ଗେଟରେ ଥିବା ସିସିଟିଭିରୁ ଏହି ଫଟୋକୁ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ।
ସେପଟେ ମାନସ ହତ୍ୟା ଘଟଣାରେ ଡିଲିଟେଡ଼ ଫାଇଲ ଗୁଡିକର ରିକଭରି ପାଇଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031