Legatus

ଘାଟିରେ ହେଲା ବ୍ରେକ୍ ଫେଲ୍, ଟ୍ରକ୍‌କୁ ପିଟିଲା ଟ୍ରକ୍

 Breaking News

ଘାଟିରେ ହେଲା ବ୍ରେକ୍ ଫେଲ୍, ଟ୍ରକ୍‌କୁ ପିଟିଲା ଟ୍ରକ୍

May 01
11:48 2024

ରାଉରକେଲା /କୋଇଡା, ୧/୫: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଛନ୍ତି। ମଧ୍ୟ ରାତ୍ରରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି।
ଲୁହା ପଥର ବୋଝେଇ ଟ୍ରକର ବ୍ରେକ ଫେଲ ହେବାରୁ ସାମ୍ନାରେ ଥିବା ଏକ ଲୁହାପଥର ବୋଝେଇ ଟ୍ରକ କ୍ଷିପ୍ର ଗତିରେ ଆସି ଧକ୍କା ଦେଇଥିଲା। ଏହା ଫଳରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଛି।
ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ କଟର ସାହଯ୍ୟରେ ଟ୍ରକକୁ କାଟି ଚାଳକର ଶବକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31