Indus Valley Times

ଚାଷୀ ମୁଣ୍ଡରେ ଚଡକ, ବର୍ଷା ନହେବାରୁ ହତାଶ

 Breaking News

ଚାଷୀ ମୁଣ୍ଡରେ ଚଡକ, ବର୍ଷା ନହେବାରୁ ହତାଶ

August 13
23:56 2020

By Kishore Mohapatra

Nayagarh, Aug. 13: ଚାଷୀ ମୁଣ୍ଡରେ  ଚଡକ । ବର୍ଷା ନହେବାରୁ ଚାଷିମାନେ ହତାଶ ହୋଇ ବସିଛନ୍ତି । ଚାଷଜମି ଫାଟି ଆଁ ହୋଇ ପଡିଛି । ବର୍ଷା ନହେବାରୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ର ପ୍ରାୟ ଏକ ହଜାର ଚାଷୀ ବେଉଷଣ ନକରି ହାତ ଟେକି ବସିଛନ୍ତି ।  ଫସଲ ନଷ୍ଟ ହୋଇସାରିଲାଣି  ରୂଣ  କରି ଆଣିଥିବା ଟଙ୍କା କିପରି ସୁଝିବେ  ।   ଚାଷୀ ମାନଙ୍କୁ ରୁଣ ଛାଡ କରିବା ଏବଂ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବଡ ସହରା ସରପଞ୍ଚ ସୁଜତା ମହାପାତ୍ର ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031