Legatus

ଚେକିଂ ବେଳେ କାରରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ

 Breaking News

ଚେକିଂ ବେଳେ କାରରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ

ଚେକିଂ ବେଳେ କାରରୁ ମିଳିଲା ବିପୁଳ ପରିମାଣର ଟଙ୍କା, ଡ୍ରାଇଭର ସମେତ ୨ ମହିଳା ଅଟକ
May 13
19:37 2024

ବୌଦ୍ଧ,୧୩/୫ : ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍ରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି।
ଏକ କଳା ରଙ୍ଗର କାର୍ OD02BM1517କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ଟଙ୍କା ମିଳିଛି। ପୋଲିସ କାର୍ ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ବାହାରିଥିବା ଟଙ୍କା ଗଣତି କରୁଥିବା ସୂଚନା ମିଳିଛି।
ଗାଡିରେ ବିଜେଡ଼ି ଦଳର ନେତ୍ରୀ ଥିବା ଅନୁମାନ କରାଯାଉଛି। ଏପଟେ ତଦନ୍ତ ଚାଲିଥିବା ପୋଲସ ଅଧିକ କିଛି ସୂଚନା ଦେଇନାହିଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31