Indus Valley Times

ଜାଡ଼ରେ ଥରୁଛି ଓଡିଶା: ୪ ଦିନ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର

 Breaking News

ଜାଡ଼ରେ ଥରୁଛି ଓଡିଶା: ୪ ଦିନ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର

ଜାଡ଼ରେ ଥରୁଛି ଓଡିଶା: ୪ ଦିନ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର
January 06
10:40 2026

ଭୁବନେଶ୍ବର,୬/୧: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଖସିଲା ରାତି ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ପାରଦ ହ୍ରାସ ପାଇଛି । ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ କମିଥିବା ବେଳେ ଭୁବନେଶ୍ବରରେ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା ।
କିଛି ଦିନ ହେବ ଭୁବନେଶ୍ବର କୁହୁଡି ଆସ୍ତରଣ ଭିତରେ ରହିଥିବା ବେଳେ ଆଜି ସକାଳୁ ପାରଦ ହ୍ରାସ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ପବନ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930