Indus Valley Times

ଶ୍ରୀମଦ୍ ଭଗବତ୍‌ଗୀତା ସାରବାଣୀ: ଜୀବାତ୍ମା ମୃତ୍ୟୁ ପୂର୍ବରୁ ଓ ପରେ ସର୍ବଦା ଅଶରୀରୀ ଓ ନିରାକାର

 Breaking News

ଶ୍ରୀମଦ୍ ଭଗବତ୍‌ଗୀତା ସାରବାଣୀ: ଜୀବାତ୍ମା ମୃତ୍ୟୁ ପୂର୍ବରୁ ଓ ପରେ ସର୍ବଦା ଅଶରୀରୀ ଓ ନିରାକାର

ଶ୍ରୀମଦ୍ ଭଗବତ୍‌ଗୀତା ସାରବାଣୀ: ଜୀବାତ୍ମା ମୃତ୍ୟୁ ପୂର୍ବରୁ ଓ ପରେ ସର୍ବଦା ଅଶରୀରୀ ଓ ନିରାକାର
September 17
12:52 2022


Soul is immortal and can’t be killed, burnt, sunk and dried up

ସେପ୍ଟେମ୍ବର ୧୭/୨୦୨୨:ବେଦର ତତ୍ତ୍ୱଜ୍ଞାନ ହେଉଛି ଉପନିଷଦ ଏବଂ ଉପନିଷଦର ସାର ହେଉଛି ଗୀତା । କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ତତ୍ତ୍ୱଜ୍ଞାନ ପ୍ରଦାନ କରିଥିଲେ, ତାହା ଗୀତା ନାମରେ ପ୍ରସିଦ୍ଧ । ଗୀତାରେ ଜୀବନର ପ୍ରତିଟି ସମସ୍ୟା ଏବଂ ଏହାର ସାମାଧାନ ସମ୍ପର୍କରେ ଆଲୋଚନା କରାଯାଇଛି ।
ଆସନ୍ତୁ, ଆଜି ଏହି ଜ୍ଞାନ ମଧ୍ୟରୁ ଗୋଟିଏ ଜାଣିବା ।

କେଉଁ ପ୍ରାଣୀ ବା ଜୀବ କେବେ ମରିଥାଏ ନା କେହି କେବେ ତାକୁ ମାରି ପାରିଥାଏ । ସବୁ ପ୍ରାଣୀ ଜନ୍ମ ପୂର୍ବରୁ ବିନା ଶରୀରେ ଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ବିନା ଶରୀରରେ ରହିବେ । ମଝିରେ କେବଳ ଶରୀର ରୂପକ ଘଟ ଭିତରେ ଏହା ପ୍ରକଟିତ ହୋଇଥାନ୍ତି ।

ଆତ୍ମା ସର୍ବଦା ଅମର । ଏହାକୁ କୌଣସି ଅସ୍ତ୍ର କେବେ କାଟି ପାରିବ ନାହିଁ କିମ୍ବା ଅନଳ ବା ନିଆଁ କେବେ ବି ଜାଳିପାରିବ ନାହିଁ । ନା ଏହାକୁ ପାଣି ଭିଜାଇ ପାରିବ ନା ପବନ ଏହାକୁ ଉଡାଇ ନେଇପାରିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031