Indus Valley Times

ଜୀବେ ଦୟାରେ ଅନନ୍ୟ ଉଦାହରଣ

 Breaking News

ଜୀବେ ଦୟାରେ ଅନନ୍ୟ ଉଦାହରଣ

December 22
17:19 2021

ଭୁବନେଶ୍ୱରର ସହିଦନଗରର ସୁଭଲକ୍ଷୀ ନାମୀ ଏହି ମହିଅସି ମହିଳା ପ୍ରତିଦିନ ବୁଲା କୁକୁରମାନଙ୍କୁ କ୍ଷୀର ଭାତ ପରସି ଦିଅନ୍ତି । ଏକ ବାଲଟିରେ ବାଲଟିଏ ଭାତ ଓ କ୍ଷୀର ପକେଟ ଥରି ସକାଳୁ ସକାଳୁ ନିଜ ପରିବାର ଲୋକଙ୍କ ସହିତ ଆସି କୁକୁରମାନଙ୍କୁ ସ୍ୱତନ୍ତ୍ର ପାତ୍ରରେ କ୍ଷୀର ଭାତ ଗୋଳାଇ ଖାଦ୍ୟ ପରସି ଦିଅନ୍ତି । ସବୁ କୁକୁର ଶୃଙ୍ଘଳିତ ଭାବରେ କଳି ଝଗଡା ନକରି ନିଜ ପାଇଁ ଉଦ୍ଧିଷ୍ଟ ପାତ୍ରରେ ଖାଦ୍ୟ ଆହାରଣ କରନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031