Indus Valley Times

ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି : ଉଚ୍ଚଶିକ୍ଷା ବିଭାଗ

 Breaking News

ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି : ଉଚ୍ଚଶିକ୍ଷା ବିଭାଗ

ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି : ଉଚ୍ଚଶିକ୍ଷା ବିଭାଗ
July 13
17:04 2021

ଭୁବନେଶ୍ବର ୧୩/୭: ମାଟ୍ରିକ ପାସ ହାର ବୃଦ୍ଧି ପାଇବା ପରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢ଼ିବ ବୋଲି ଉଚ୍ଚଶିକ୍ଷା ବିଭାଗରୁ ଅନୁମତି ମିଳିଛି । ଜୁନିୟର କଲେକରେ ଯୁକ୍ତ ୨ ସିଟ୍ ବଢ଼ାଇବା ପାଇଁ ଅନୁମତି ଦିଆଯାଇଛି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031