Indus Valley Times

ଟୀକାକରଣ : ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ି ଯୋଦ୍ଧାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 Breaking News

ଟୀକାକରଣ : ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ି ଯୋଦ୍ଧାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

October 23
19:59 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୩/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଦେଶବାସୀଙ୍କୁ ୧୦୦ କୋଟି କୋଭିଡ଼ି ଟୀକା ପ୍ରଦାନ କରାଗଲା।
ଏହି ପରିପ୍ରେକ୍ଷିରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପି ତରଫରୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାର କୋଭିଡ଼ି ଟୀକାକରଣ ସ୍ୱାସ୍ଥ୍ୟକର୍ମୀ କୋଭିଡ଼ି ଯୋଦ୍ଧାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହିତ ଜିଲ୍ଲା ସଭାପତିଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ମଣ୍ଡଳ ବିଜେପି ସଭାପତି ଦିବାକର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡେଇ, ଉପସଭାପତି ମନୋଜ ରଥ, ସୁରେନ୍ଦ୍ର ପାତ୍ର, ରୋମ୍ୟଜିତ ପଣ୍ଡା, ସୁମିତ ପାଢ଼ୀ, ଡିକୁ ନାୟକଙ୍କ ସମେତ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031