Indus Valley Times

ଡିସେମ୍ବର ମାସ ପାଇଁ ଜାରି ହେଲା ନୂଆ ଗାଇଡ ଲାଇନ୍‌, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

 Breaking News

ଡିସେମ୍ବର ମାସ ପାଇଁ ଜାରି ହେଲା ନୂଆ ଗାଇଡ ଲାଇନ୍‌, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

ଡିସେମ୍ବର ମାସ ପାଇଁ ଜାରି ହେଲା ନୂଆ ଗାଇଡ ଲାଇନ୍‌, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍
November 28
20:33 2020

ଭୁବନେଶ୍ବର୨୮/୧୧: ଡିସେମ୍ବର ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍। ଜାରି ହୋଇଥିବା ନୂଆ ଗାଇଡ ଲାଇନ୍‌ରେ ପ୍ରତି ଶନିବାର –ରବିବାର ବନ୍ଦ ରହିବ ସରକାରୀ ଅଫିସ୍। ଏସଆରସି- ଓଏସ୍ଡିଏମ୍ଏ ଅଫିସ୍ରେ ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ। ୧୦୦ ପ୍ରତିଶତ କର୍ମଚାରୀରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ।
ସ୍ବାସ୍ଥ୍ୟ ସେବା ଏବଂ ଅଗ୍ନିଶମ ସେବା ୧୦୦ ପ୍ରତିଶତ କର୍ମଚାରରେ ଚାଲିବ। ବିଭାଗୀୟ କାର‌୍ୟ୍ୟାଳୟରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031