Indus Valley Times

ତଳଗାଁ ଠାରେ ବୌଦ୍ଧ ବିଧାୟକଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ

 Breaking News

ତଳଗାଁ ଠାରେ ବୌଦ୍ଧ ବିଧାୟକଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ

December 18
22:25 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୋଦ୍ଧ, ୧୮/୧୨: ଶନିବାର ଦିନ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ର ତଳଗାଁ ଠାରେ ୩୦ ଲକ୍ଷ ଟଙ୍କା ମୂଲ୍ୟ ର କଲ୍ୟାଣ ମଣ୍ଡପ ଉଦଘାଟନ, ଜଙ୍ଗଲଜମି ପଟ୍ଟା ବଣ୍ଟନ, ନିର୍ମାଣ ଶ୍ରମିକ କାର୍ଡ, ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଜ଼ିଲ୍ଲା ଗ୍ରାମ୍ୟଉନ୍ନୟନ ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶ୍ୱିନୀ ମେହେର, ହରଭଙ୍ଗା ବି. ଡି. ଓ. ମିସ ସ୍ମିତା ରଥ, ତହସିଲଦାର ଶ୍ରୀଯୁକ୍ତ ଶମ୍ଭୁ ପ୍ରସାଦ ମିଶ୍ର, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ପ୍ରଧାନ, ସରପଞ୍ଚ, ସମିତିସଭ୍ୟ, ସମାଜସେବୀ ଜ୍ୟୋତି ରଞ୍ଜନ ସାହୁ,୯ ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031