Indus Valley Times

ତୃତୀୟ ଦିନ ସଟ୍ ଡାଉନ୍ ରେ ଶୁନ ଶାନ ବଲାଙ୍ଗୀର ସହର

 Breaking News

ତୃତୀୟ ଦିନ ସଟ୍ ଡାଉନ୍ ରେ ଶୁନ ଶାନ ବଲାଙ୍ଗୀର ସହର

August 10
19:48 2020

Mahendra kumar Darjee  

ବଲାଙ୍ଗୀର,୧୦/୮: ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାରି ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ତୃତୀୟ ଦିନ ସଟ୍ ଡାଉନ୍ ରେ ସହରର ସମସ୍ତ ସ୍ଥାନ ବନ୍ଦ ରହିଛି । ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ପୋଲିସ ସମସ୍ତ ମୁଖ୍ୟ ରାସ୍ତାରେ ମୁତୟନ ଅଛନ୍ତି । ବଲାଙ୍ଗୀର ସହରର ପ୍ରବେଶ ସ୍ଥଳ ରେ ମଧ୍ୟ ପୋଲିସ ଜଗି ରହି ଯିବା ଆସିବା ଲୋକଙ୍କୁ ପଚରା ଉଚରା କରୁଛି ।କେବଳ ସ୍ଵାସ୍ଥ୍ୟଗତ କାରଣରୁ ଲୋକେ ଯାତାୟାତ କରୁଥିବା ଦେଖାଯାଇଛି ।ସଟ୍ ଡାଉନ୍ କୁ ବଳବତ୍ତର ରଖିବା ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ତପ୍ତର ଅଛି । ଲୋକେ ଜରୁରୀ କାମ ଦର୍ଶାଇ ଯାତାୟାତ କରୁଥିବା ଦେଖାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031