Indus Valley Times

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା

 Breaking News

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା
May 14
20:58 2022

ଅଗରତଲା,୧୪/୫: ବିପ୍ଲବ ଦେବଙ୍କ ଇସ୍ତଫା ପରେ ସାଂସଦ ମାଣିକ୍ ସାହା ହେଲେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପିର ତ୍ରିପୁରା ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ଶନିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ମାଣିକ ସାହା କଂଗ୍ରେସ ଛାଡି ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୨୦ରେ ତ୍ରିପୁରା ପ୍ରଦେଶ ବିଜେପିର ସଭାପତି ହୋଇଥିଲେ।
ମାଣିକ ସାହାଙ୍କୁ ଦାୟିତ୍ବ ମିଳିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ। ବିଧାୟକ ଦଳର ନେତା ଭାବରେ ମନୋନୀତ ହୋଇଥିବାରୁ ମାଣିକ ସାହାଜୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ମୁଁ ବିଶ୍ୱାସ କରୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଦିଗଦର୍ଶନ ଏବଂ ନେତୃତ୍ୱରେ ତ୍ରିପୁରା ଉନ୍ନତି କରିବ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930