Indus Valley Times

ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ଓଡ଼ିଶା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

 Breaking News

ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ଓଡ଼ିଶା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ଓଡ଼ିଶା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ
April 03
14:36 2026

ବରଦା ଦାସଙ୍କ ରିପୋର୍ଟ
କଟକ/ଓଡ଼ିଶା ,୩/୪: ଐତିହାସିକ ବାଲିଯାତ୍ରାର ସାଂସ୍କୃତିକ ପରମ୍ପରାକୁ ସଜୀବ ଓ ଅତୁଟ ରଖିବାରେ ସହାୟକ ତଥା ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ର ଜାତୀୟ ମାନ୍ୟତା ପାଇବା ଏବଂ ୟୁନେସ୍କୋ ଅଭିମୁଖେ ଏକ ଗୌରବମୟ ପଦକ୍ଷେପ ଦିଗରେ ଆଗେଇଛି ।
ଏହି ଅମୂଲ୍ୟ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପ୍ରସାରରେ ସହାୟତା ପାଇଁ ଥୀଙ୍କର୍ସ କ୍ଲବ ସଭାପତି ବରଦା ଦାସଙ୍କୁ ପବିତ୍ର ଓଡ଼ିଶା ଦିବସ ଉତ୍ସବରେ ନେତାଜୀ ସଂସ୍କୃତି ଭବନରେ ଓଡ଼ିଶା ସରକାର ଙ୍କ ସମବାୟ ,ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପୁରସ୍କାର ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଛନ୍ତି ।
ମଞ୍ଚରେ ଜିଲ୍ଲାପାଳ,ବିଧାୟକ,ମ୍ୟୁନିସିପାଲ କମିଶନର,ଉପଜିଲ୍ଲାପାଳ, ଉପନିର୍ଦ୍ଦେଶକ ସୂଚନା ବିଭାଗ ଆଦି ଉପସ୍ଥିତ ଅଛନ୍ତି ।ସଂଯୋଜନାରେ ଜିଲ୍ଲା ପ୍ରଶାସନ କୁ ଶ୍ରୀ ଦିପାୟନ୍ ପଟ୍ଟନାୟକ ସହାୟତା ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930