Indus Valley Times

ଦଶପଲ୍ଲା ବିଧାୟକ ଙ୍କ ଆଶୁ ଆରୋଗ୍ୟ ପାଇଁ ମା ବାଗଦେ ଵୀ ଙ୍କ ପୀଠରେ ଦୀପଦାନ

 Breaking News

ଦଶପଲ୍ଲା ବିଧାୟକ ଙ୍କ ଆଶୁ ଆରୋଗ୍ୟ ପାଇଁ ମା ବାଗଦେ ଵୀ ଙ୍କ ପୀଠରେ ଦୀପଦାନ

October 24
14:49 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତିର କର୍ଣ୍ଣଧାର,ଜନସାଧାରଣ ଙ୍କ ସୁଖ ଦୁଃଖ ର  ସାଥି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା  କରୋନା ଆକ୍ରାନ୍ତ ହୋଇଥିବା ସୋସିଆଲ ସାଇଟ୍ ରେ ସୂଚନା ଦେଇଥିଲେ।

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ  ଆଶୁ ଆରୋଗ୍ୟ ପାଇଁ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲ ମଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବା ଗ୍ ଦେବୀ ଙ୍କ ପୀଠରେ ପୂଜକ ଗନ୍ଧର୍ବ ରାଉତ,  ଖାଲମଡ଼ା ଗ୍ରାମର ବରିଷ୍ଠ  ବିଜେଡ଼ି କର୍ମୀ ତଥା ୱାର୍ଡ ସଭ୍ୟ ଅଭିମନ୍ୟୁ ଖିଲାର,ଭୀମସେନ ରାଉତ,ଯୁବନେତା ସୁବ୍ରତ ପରିଡ଼ା, ବିନାୟକ ପରିଡ଼ା,ଶିବଶଙ୍କର ବାରିକ୍,ଜଗନ୍ନାଥ ଖିଲାର,ଅମୟ ପ୍ରଧାନ, ପ୍ରଶାନ୍ତ ପରିଡ଼ା,ଆଲୋକ ବାରିକ, ସ୍ବେଚ୍ଛାସେବୀ ନିତୁନ ପରିଡ଼ା,ସନାତନ ପରିଡା  ପ୍ରମୁଖ ଦୀପଦାନ କରିବା ସହିତ ସର୍ବଦା ବିଧାୟକ ଏବଂ ତାଙ୍କ ପରିବାର  ଉପରେ  ମା ବାଗ ଦେବୀ  କୃପା ଦୃଷ୍ଟି  ରଖନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031