Indus Valley Times

ଦୁର୍ବୁତ୍ତର ଗୁଳିିରେ ଚାଲିଗଲା ହଲିଉଡର ପ୍ରସିଦ୍ଧ ଅଭିନେତା ଏଡି ହେସଲଙ୍କ ଜୀବନ

 Breaking News

ଦୁର୍ବୁତ୍ତର ଗୁଳିିରେ ଚାଲିଗଲା ହଲିଉଡର ପ୍ରସିଦ୍ଧ ଅଭିନେତା ଏଡି ହେସଲଙ୍କ ଜୀବନ

November 03
13:50 2020

ଟେକ୍ସାସ ୩/୧୧: ଫିଲ୍ମ ‘ଦି କିଡସ୍ ଆର ଅଲ୍ ରାଇଟ୍’ର ଅଭିନେତା ଏଡ୍ଡି ହେସଲଙ୍କ ଟେକ୍ସାସରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା।
ଟେକ୍ସାସର ଗ୍ରାଣ୍ଡ ପ୍ରେରୀରେ ତାଙ୍କ ପ୍ରେମିକାଙ୍କ ଘର ବାହାରେ ଶନିବାର ବିଳମ୍ବିତ ରାତିରେ ଗୋଟାଏରେ ହେସଲରେ ପେଟରେ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଘଟଣା ସମୟରେ ତାଙ୍କ ପ୍ରେମିକା ଘରେ ଥିଲେ କିନ୍ତୁ ସେ ଆକ୍ରମଣକାରୀଙ୍କୁ ଚିହ୍ନିପାରିନଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି। ଏବେ ସୁଦ୍ଧା ଏହି ମାମଲାରେ କୌଣସି ଗିରଫ ହୋଇ ନାହିଁ।
ଟେକ୍ସାସ ବାସିନ୍ଦା ହେସଲ୍ ୨୦୦୦ରୁ ୨୦୧୦ ମଧ୍ୟରେ ଅନେକ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031