Indus Valley Times

ଧାନ ବିଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ବଡ଼ଚଣା ପୋଲିସ

 Breaking News

ଧାନ ବିଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ବଡ଼ଚଣା ପୋଲିସ

October 16
21:53 2020

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଧାନ ବିଲ ଭିତରୁ ୪୪୦ ଲିଟର ଦେଶୀମଦ ଜବତ। ଏହି ଥାନା ଅନ୍ତର୍ଗତ ସିହା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଧାନ ବିଲ କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖିଥିବାର କୌଣସି ସୂତ୍ରରୁ ସୂଚନା ପାଇଥିଲା ବଡଚଣା ପୋଲିସ। ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଦେଶୀ ମଦ ଭର୍ତି ୧୧ଟି ବ୍ୟାରେଲ ଜବତ କରିଥିଲା

ଯେଉଁଥିରେ ୪୪୦ଲିଟର ଦେଶୀ ମଦ ଥିବା ପୋଲିସ ସୂଚନା ଦେଇଛି। ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା ଏବଂ ଅଭିନବ ଉପାୟରେ ଏଠାରେ କିଏ ଲୁଚାଇ ରଖିଥିଲା ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏପଟେ ଅବକାରୀ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031