Indus Valley Times

ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ତରଫରୁ ମୋ ଉପକାରୀ ବଗିଚା ପାଇଁ ମଞ୍ଜି ବଣ୍ଟନ

 Breaking News

ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ତରଫରୁ ମୋ ଉପକାରୀ ବଗିଚା ପାଇଁ ମଞ୍ଜି ବଣ୍ଟନ

November 10
22:10 2020

ପ୍ରଦୀପ୍ତ କୁମାର ସାହୁ
ନୂଆଗାଁ ୧୦/୧୧: ନୂଆଗାଁ ଉଦ୍ୟାନ ବିଭାଗ ତରଫରୁ ନୂଆଗାଁ ପଞ୍ଚାୟତ ରେ ମୋ ଉପକାରୀ ବଗିଚା ପାଇଁ ୧୩ ପ୍ରକାର ର ମଞ୍ଜି ବଣ୍ଟନ କରଯାଇଛି । ଏଥି ନିମନ୍ତେ ଆୟୋଜିତ କାର‌୍ୟ୍ୟ କ୍ରମରେ କାଳନ୍ଦୀ ଚରଣ ବାରିକ୍( ଉଦ୍ୟାନ କୃଷି ସମ୍ପ୍ରସାରଣ ଅଧିକାରୀ, ନୂଆଗାଁ), ଗଜେନ୍ଦ୍ର ନାଥ ପ୍ରଧାନ (ସରପଞ୍ଚ,ନୂଆଗାଁ) ରମେଶ ଚନ୍ଦ୍ର ପ୍ରଧାନ(ସମିତି ସଭ୍ୟ, ନୂଆଗାଁ),ମାନସ ରଞ୍ଜନ ପ୍ରଧାନ (MCRP,ନୂଆଗାଁ) ପ୍ରମୁଖ ଉପସ୍ଥିତ ରହି ନୂଆଗାଁ ପଞ୍ଚାୟତ ର ୨୮ ଜଣ ହିତାଧକାରୀଙ୍କୁ ମୋ ଉପକାରୀ ବଗିଚା ପାଇଁ ଝୁଦଙ୍ଗ, ପାଲଙ୍ଗ୍, ଧାନିଆ,ମେଥି,ମୂଳା,କାକୁଡି, ବିନ୍, ଲାଉ, ସଜନା, ଭେଣ୍ଡି, ଲଙ୍କା, ପିଆଜ, ଫୁଲକୋବି ପ୍ରଭୃତି ୧୩ ପ୍ରକାର ର ମଂଜି ବଣ୍ଟନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031