Indus Valley Times

ନୂଆପଡା ଜିଲ୍ଲା କୋମନା ପୋଲିସକୁ ବଡ ସଫଳତା , ୨ କୁଖ୍ୟାତ ଏଟିଏମ୍ ଲୁଟେରା ଗିରଫ

 Breaking News

ନୂଆପଡା ଜିଲ୍ଲା କୋମନା ପୋଲିସକୁ ବଡ ସଫଳତା , ୨ କୁଖ୍ୟାତ ଏଟିଏମ୍ ଲୁଟେରା ଗିରଫ

December 09
10:58 2021

ନୂଆପଡା, ୯/୧୨ : ନୂଆପଡା ଜିଲ୍ଲା କୋମନା ପୋଲିସକୁ ବଡ ସଫଳତା । ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ୬୪ ଗୋଟି ଟ୍ରାଞ୍ଜାକ୍ସନରେ ଚାଲାକି କରି ଲୁଟିଥିଲେ ପାଖାପାଖି ଲକ୍ଷେ ଟଙ୍କା । ଦୁଇ ଲୁଟେରା ହରିୟାଣାର ହକ୍କୁ ଓ ସକିଲ ଏହମଦ୍ । ତାଙ୍କଠାରୁ ୨୧ଗୋଟି ଏଟିଏମ୍ କାର୍ଡ, ଗୋଟିଏ ଲାପଟପ୍, ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ସହ ୪ ଲକ୍ଷ ୨୨ ହଜାର ଟଙ୍କା ଜବତ କରାଯାଇଛି ।
ନିଜ ନିଜ ଲୋକଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲି ଏଟିଏମ୍ ରେ ଟଙ୍କା ବାହାର କରୁଥିଲେ ହେଲେ ଖାତାରୁ କଟୁ ନଥିଲା । ନୂଆପଡା ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ଯୋଶୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ କରିଥିଲା ତଦନ୍ତ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031