Indus Valley Times

ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ଜୟନ୍ତୀ ପାଳନ

 Breaking News

ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ଜୟନ୍ତୀ ପାଳନ

ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ଜୟନ୍ତୀ ପାଳନ
October 04
10:25 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୧୦ : ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀ,ଚାନ୍ଦପୁର ମଣ୍ଡଳ ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ଗ୍ରାମପଞ୍ଚାୟତ ବଜ଼ାର ଠାରେ ବିଜେପି ନେତ୍ରୀ ସୁରମା ପାଢ଼ୀ ଙ୍କ ନେତୃତ୍ବରେ ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।
ଏହି ଅବସରରେ ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି କୁ ସଫାକରାଯାଇ ମାଲ୍ୟାର୍ପଣ କରାଯିବା ସହ ସଙ୍କଳ୍ପ ପତ୍ର ପାଠ କରାଯାଇଥିଲା। ଏହି ଅବସରରେ ଏକ ତ୍ରିରଙ୍ଗା ରାଲି ବାହାରି ନଗର ପରିକ୍ରମା କରିବାସହ ମୟୁରଝୋଲିଆ ପଞ୍ଚାୟତ ହରିପୁର ଗ୍ରାମର ମା ଖଣ୍ଡୁଆଳ ଦେବୀ ପିଠ ପର୍ଯ୍ୟନ୍ତ ଯାଇଥିଲା। ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ କାଳୁ ଖଣ୍ଡାୟତରାୟ , ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର, ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା ଙ୍କ ସମେତ ଶତାଧିକ ବିଜେପି କର୍ମକର୍ତା ଯୋଗଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031