Indus Valley Times

ନୟାଗଡ଼ ପୌର ନିର୍ବାଚନ ଭୋଟ ସଂଗ୍ରହରେ ଜିଲ୍ଲା ବିଜେପି ଅସମର୍ଥ

 Breaking News

ନୟାଗଡ଼ ପୌର ନିର୍ବାଚନ ଭୋଟ ସଂଗ୍ରହରେ ଜିଲ୍ଲା ବିଜେପି ଅସମର୍ଥ

ନୟାଗଡ଼ ପୌର ନିର୍ବାଚନ ଭୋଟ ସଂଗ୍ରହରେ ଜିଲ୍ଲା ବିଜେପି ଅସମର୍ଥ
March 12
18:57 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨/୩: ଦିନକୁଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୌରପରିଷଦ ନିର୍ବାଚନ। ମୁଖ୍ୟତଃ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାର ଜଣାପଡିଛି। କିନ୍ତୁ ନୟାଗଡ଼ ପୌରପରିଷଦ କୁ ବିଜେଡି ଦଖଲ କରିବାପାଇଁ ଚେଷ୍ଟା ଚଳାଇଛି।
୨୦୧୪ ନିର୍ବାଚନ ରେ ନୟାଗଡ଼ ଏନଏସି ଥିବାବେଳେ ସ୍ବର୍ଗତ କୁମାର ହେମେନ୍ଦ୍ର ଚନ୍ନ୍ଦ୍ର ସିଂ ଙ୍କ ନେତୃତ୍ବରେ କଂଗ୍ରେସ ଦଖଲରେ ଥିଲା ନୟାଗଡ଼ ଏନଏସି। ନୟାଗଡ଼ ଏନଏସି ରୁ ହୋଇଛି ମ୍ୟୁନିସିପାଲଟି । ବର୍ତ୍ତମାନ ସ୍ଥିତି ଭିନ୍ନ ହେମେନ୍ଦ୍ର ଙ୍କ ବିୟୋଗ ପରେ କଂଗ୍ରେସ ତାର ସ୍ଥିତି ବଜାଇ ରଖି ପାରିନାହିଁ ମୁଖ୍ୟ ବିରୋଧୀ ସାଜିଛି ବିଜେପି।
କିନ୍ତୁ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ନିଖୁଣ ଗୋଟି ଚାଳନା ରେ ବିଜେପି ୧୬ ଟି ଓ୍ବାର୍ଡ ମଧ୍ୟରୁ ୧୫ ଟି ଓ୍ବାର୍ଡ ରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ଓ୍ବାର୍ଡ ରେ ପ୍ରାର୍ଥୀ ଦେଇ ପାରିନାହିଁ।
ବିଜେପି ର ଗୋଷ୍ଠୀ କନ୍ଦଳ ଲାଗି ନିଜ ଦଳୀୟ ଭୋଟ ଏବଂ ଶାସକ ଦଳର ଅସନ୍ତୁଷ୍ଟ ଭୋଟ କୁ ମଧ୍ୟ ସଂଗ୍ରହ କରିବାରେ ଅସମର୍ଥ ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦି ଙ୍କ ପ୍ରତି ଜନସମର୍ଥନ ଥିଲେ ମଧ୍ୟ ନୟାଗଡ଼ ଜିଲ୍ଲା ବିଜେପି ଏହାକୁ ଭୋଟରେ ପରିବର୍ତ୍ତନ କରିବାରେ ଅସମର୍ଥ ହେଉଥିବା ଦେଖିବାକୁ ମିଳୁଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30