Indus Valley Times

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

 Breaking News

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବରଦଖଲ ଉଚ୍ଛେଦ

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବରଦଖଲ ଉଚ୍ଛେଦ
October 18
18:43 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୧୦ : ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ଜବର ଦଖଲ ଉଚ୍ଛେଦ। ସହରକୁ ସରଷ ସୁନ୍ଦର ଏବଂ ପରିମଳ କରିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲଟି ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଉଅଛି।
ଏହି କାର୍ଯ୍ୟକ୍ରମ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତି ରେ ପୈାର କର୍ମଚାରୀ ନାରାୟଣ ନାୟକ, କୈଳାସ ଚନ୍ଦ୍ର ଜେନା, ଗଜେନ୍ଦ୍ର ମହାରଣା, ଶିଶିର ମହାପାତ୍ର,ବିବେକ ପ୍ରଧାନ, ସିରୋମଣି ଧୀରେନ୍ଦ୍ର କୁମାର, ରଞ୍ଜନ ମହାପାତ୍ର ପ୍ରମୁଖ ଙ୍କ ସହିତ ୩୦ ଜଣ କର୍ମଚାରୀ ନିୟୋଜିତ ଥିଲେ।
ସହରର ରାସ୍ତା ପାଶ୍ୱର୍ରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ବେଆଇନ ଭାବେ ଜବରଦଖଲ କରିବାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ହେଉଥିବା ପୈାରପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031