Indus Valley Times

ନୟାଗଡ଼ ସାମ୍ବାଦିକ ସଂଘର ବନ୍ଧୁ ମିଳନ

 Breaking News

ନୟାଗଡ଼ ସାମ୍ବାଦିକ ସଂଘର ବନ୍ଧୁ ମିଳନ

December 27
19:39 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ,୨୭/୧୨: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପାଣିପୋଇଲା ଡ଼ାକବଙ୍ଗଳା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସଦର ମହକୁମା ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ସାମ୍ବାଦିକ ସୁରକ୍ଷା ଏବଂ ସାମ୍ବାଦିକ ଭବନର ଉନ୍ନତି କରଣ ସମ୍ପର୍କରେ ଆଲୋଚନା ହେବାସହ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଏସ ଏ ମନାନ, ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ପ୍ରଦିପ୍ତ ରଥ, ବୈଦଭୁଷଣ ମହାପାତ୍ର,, କିଶୋର ମହାପାତ୍ର, ଜିତେନ୍ଦ୍ର ଛାଟୋଇ, ସଞ୍ଜୟ ସ୍ବାଇଁ, ଯଜାତି କେଶରୀ ମହାପାତ୍ର, ଅନିଲ ପଣ୍ଡା, ରବିନ୍ଦ୍ର ଦାସ, ରଜତ ପଟ୍ଟନାୟକ, ମନୋରଞ୍ଜନ ମହାପାତ୍ର, ସନ୍ତୋଷ ନାୟକ, ସୁବାସ ମହାପାତ୍ର, ଭବାନୀ ଶଙ୍କର ଦାସ, ଆଶୁତୋଷ ରଥ, ଦେବବ୍ରତ ନାୟକ, ଅନୱର ଅଲ୍ଲୀ, ପ୍ରଭାତ ମହାପାତ୍ର, ଜୟନ୍ତ ମିଶ୍ର, କ୍ଷିରୋଦ ପଟ୍ଟନାୟକ, ଦିନମଣି ମହାନ୍ତି, ନବକିଶୋର ମିଶ୍ର, ଗୋପାଳ ମିଶ୍ର, ଗଗନ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ଗଣେଶ୍ୱର ମିଶ୍ର , ବାସୁଦେବ ମହାନ୍ତି ପ୍ରମୁଖ ଯୋଗଦେଇ ସାମ୍ବାଦିକ ଭବନର ଉନ୍ନତି ସମ୍ପର୍କରେ ନିଜସ୍ବ ମତବ୍ୟକ୍ତ କରିଥିଲେ।


About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031