Indus Valley Times

ନୟାଗଡ: ଲକ୍ଷ୍ମୀଧର ବେହେରା ଙ୍କ ସ୍ବେଛାକୃତ ଅବସର କୁ ନେଇ ଚର୍ଚ୍ଚା

 Breaking News

ନୟାଗଡ: ଲକ୍ଷ୍ମୀଧର ବେହେରା ଙ୍କ ସ୍ବେଛାକୃତ ଅବସର କୁ ନେଇ ଚର୍ଚ୍ଚା

August 23
14:24 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୨୩/୮ ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଙ୍କ ସ୍ବେଛାକୃତ ଅବସର ପାଇଁ ଆବେଦନ । ଗତ ୧୭ ତାରିଖ ରେ ଅବସର ନେବାପାଇଁ ଆବେଦନ କରିଥିଲେ । ୧୯ ତାରିଖ ରୁ ସେ କାର‌୍ୟ୍ୟ ରେ ଯୋଗଦେଇ ନାହାନ୍ତି। ଅବସର ନେବା ଘଟଣା ପ୍ରକାଶ ହେବାପରେ ବିଭାଗିୟ କର୍ମଚାରୀ ଓ ଶିକ୍ଷକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥିଲା । କିଏ ଦୁନ୍ନିତି କଥା କହୁଥିବା ବେଳେ କିଏ ଅଫିସ ରେ ଚାପ ଲାଗି ଏପରି ନିଷ୍ପତି ନେଇଥିବା ଆଲୋଚନା ହେଉଥିଲା । କିନ୍ତୁ ସବୁ କଳ୍ପନା ଯଳ୍ପନା ର ଅନ୍ତ ଘଟିଛି ଶିକ୍ଷା ଅଧିକାରୀ ନିଜେ କହିଛନ୍ତି ସେ ନିଜ ବ୍ୟକ୍ତିଗତ କାରଣରୁ ଏ ପ୍ରକାର ନିଷ୍ପତି ନେଇଛନ୍ତି। ମୁଁ ଜଣେ ନିଷ୍ଠାପର ଓ ସଚ୍ଚୋଟ କର୍ମଚାରୀ ଥିଲି । ତାଙ୍କ ସମ୍ପର୍କରେ କୌଣସି ମିଥ୍ୟା ଅପପ୍ରଚାର ନ କରିବାକୁ ଅନୁରୋଧ କରି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031