Indus Valley Times

ନୟାଗଡ଼ : ଅନନ୍ୟା ଫାଉଣ୍ଡେସନର ନିଆରା ପ୍ରୟାସ

 Breaking News

ନୟାଗଡ଼ : ଅନନ୍ୟା ଫାଉଣ୍ଡେସନର ନିଆରା ପ୍ରୟାସ

ନୟାଗଡ଼ : ଅନନ୍ୟା ଫାଉଣ୍ଡେସନର ନିଆରା ପ୍ରୟାସ
February 18
10:39 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୨ : ସମାଜ ସଂସ୍କାର ଓ ସମାଜ ସେବା କ୍ଷେତ୍ର ରେ ସବୁ ବେଳେ ନିଆରା ପ୍ରୟାସ କରି ଚର୍ଚ୍ଚା ରେ ଥିବା ନୟାଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପୁଣି ଥରେ ସମସ୍ତ ଙ୍କ ହୃଦୟ କିଣିବାରେ ସଫଳ ହୋଇଛି।
ନୟାଗଡ ସଦର ବ୍ଲକ ଅନ୍ତର୍ଗତ କକ୍ଷଳିକା ପ୍ରସାଦ ଗ୍ରାମରେ ଓଡିଶା ର ଆଗ ଧାଡି ର ମନୋରଞ୍ଜନ ଭିତିକ ଏକ ଚ୍ୟକ୍ଷନେଲ ରେ ପ୍ରସାରିତ ଲୋକ ପ୍ରିୟ ଧାରା ବହିକ\”ଉତ୍ସବ ଆମ ସମ୍ପର୍କ ର “କାର୍ଯ୍ୟକ୍ରମ ରେ ଅନନ୍ୟା ଫାଉଣ୍ଡେସନ ର ମହିଳା ଘୋଷ୍ଟି ଓ କକ୍ଷଳିକା ପ୍ରସାଦ ର ଗ୍ରାମବକ୍ଷସି ମାନେ ଅଂଶ ଗ୍ରହଣ କରିଥିଲେ ।
ଏହାକୁ ନେଇ ସାଧାରଣ ରେ ବେଶ ଚର୍ଚ୍ଚା ହେବା ସହ ବୁଦ୍ଧି ଯିବି ମହଲ ରେ ବେଶ ପ୍ରଶଂସା ପାଇଥିଲା। କେବଳ ଗରିବ ମାନଙ୍କୁ ରାସନ ଦେବା, ଦୁର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା ସହ ଲୋକ ଙ୍କୁ ମନୋ ରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ହସାଇବା ଏକ ପ୍ରକାର ସମାଜ ସେବା ବୋଲି ଅନନ୍ୟା ଫାଉଣ୍ଡେସନ ମୁଖ୍ୟକ୍ଷଳୟ ତରଫରୁ ପ୍ରକାଶ କରାଯାଇଛି।
କଳା ସାହିତ୍ୟ ସଂସ୍କୃତି କୁ ବଞ୍ଚାଇ ରଖିବାପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅନନ୍ୟା ଫାଉଣ୍ଡେସନ ମୁଖ୍ୟ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି ଅନନ୍ୟା ଫାଉଣ୍ଡେସନ ର ସଦସ୍ୟ ମାନେ ଟିଭି ଚ୍ୟାନେଲ ମାନଙ୍କରେ ପ୍ରସାରିତ ପ୍ରସାରିତ ଧାରାବାହିକ \”ଜିତିବ ଓଡ଼ିଶା \”, ଆଧ୍ୟାତ୍ମିକ ଧରାବାହିକ ଜ୍ଞାନଗୁରୁ ରେ ଅଂଶ ଗ୍ରହଣ କରି ଲୋକ ମାନଙ୍କ ମନୋରଞ୍ଜନ କରିପାରିଛି। ଏହି କାର୍ଯ୍ୟକ୍ରମ ରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ, ସନ୍ତୋଷ, କାହ୍ନକ୍ଷ, ଉମେଶ, ଚନ୍ଦନ, ସୁରେଶ ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031