Indus Valley Times

ନୟାଗଡ଼ ଯୁବସଂଗଠକ ପକ୍ଷରୁ ‘ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’ଅନ୍ତେବାସୀମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

 Breaking News

ନୟାଗଡ଼ ଯୁବସଂଗଠକ ପକ୍ଷରୁ ‘ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’ଅନ୍ତେବାସୀମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

ନୟାଗଡ଼ ଯୁବସଂଗଠକ ପକ୍ଷରୁ ‘ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’ଅନ୍ତେବାସୀମାନଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ
August 08
17:20 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୮: ନୟାଗଡ଼ ପୈାରପରିଷଦ ଅନ୍ତର୍ଗତ ୧୧ନମ୍ବର ୱାର୍ଡରେ ଥିବା “ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ”ଠାରେ ନୟାଗଡ଼ ପୁରୁଣାସହରର ଯୁବସଂଗଠକ ଶୁଭ୍ରାଂଶୁ ଦାଶଙ୍କ ସହଯୋଗରେ ସର୍ବଭାରତୀୟ ମାନବାଧିକାର କମିଶନର ନୟାଗଡ଼ଜିଲ୍ଲା ମୁଖ୍ୟ ଡ.ପ୍ରିତମ ମହାପାତ୍ର,ପବିତ୍ରମୋହନ ସାହୁ, ସତ୍ୟନାରାୟଣ ପଟ୍ଟନାୟକ, ଜୟପ୍ରକାଶ ପଣ୍ଡା ଏବଂ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଅସହାୟ ଅନ୍ତେବାସୀ ବୃଦ୍ଧବୃଦ୍ଧାଙ୍କୁ ଫଳ,ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ।
ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଅସହାୟ ,ନିର୍ଯ୍ୟାତିତମାନଙ୍କୁ ନ୍ୟାୟ ପ୍ରଦାନପାଇଁ ସଂଘ ଲଢେଇ ଜୋରଦାର କରିବ ବୋଲି ଡ.ମହାପତ୍ର କହିଥିଲେ। ସଂଘର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031