Indus Valley Times

ପଞ୍ଜୀକରଣ ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷର ଟିକାକରଣ

 Breaking News

ପଞ୍ଜୀକରଣ ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷର ଟିକାକରଣ

ପଞ୍ଜୀକରଣ ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷର ଟିକାକରଣ
April 27
12:47 2021

ଭୁବନେଶ୍ୱର ୨୭/୪: ରାଜ୍ୟରେ ଏପ୍ରିଲ୍ ୨୮ରୁ ୧୮ ବର୍ଷରୁ ୪୪ ବର୍ଷ ଟିକାକରଣ ପାଇଁ ପଞ୍ଜୀକରଣ ଆରେମ୍ଭ ହେବାର ଥିଲା । କିନ୍ତୁ ବର୍ତ୍ତମାନ ସ୍ଲଟ ଅଫ ଆପଏଣ୍ଟ ମିଳିବ ନାହିଁ । ଯେବେ ଟିକା ଆଭଲେବୁଲ ହେବ ସେହି ଅନୁସାରେ ପୋଟାଲ ମାଧମରେ ଆମେ ସ୍ଲଟ ଦେବୁ । ତେବେ ପଞ୍ଜିକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟିକା ନେଇ ପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି କୋଭିସିଲିଡ଼ ଟିକା ପାଇଁ ଆମେ ଗତକାଲି ଚିଠି ଲେଖିଛୁ ।ବର୍ତ୍ତମାନ ଆମ ପାଖରେ ଯେତିକି ଟିକା ଅଛି ତାହା ୨, ୩ ଦିନ ଯିବ । ଗତକାଲି ୫୯୫ କେନ୍ଦ୍ରରେ ଟିକାକରଣ ହୋଇଥିଲା । ୮୮ହଜାର ୭୭୦ ଜଣଙ୍କୁ ଟିକା ଦିଆହୋଇଛି । ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ ଦିଆଯାଇଛି । ଆଜି ବି ୬୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ ବର୍ତ୍ତମାନ ୧.୨୩ କୋଭିସିଲିଡ଼ ଟିକା ରହିଛି ଆଉ କୋଭାକସିନ ଟିକା ୩ ଲକ୍ଷ ୬୫ ହଜାର ଅଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031