Indus Valley Times

ପଦ୍ମ ପୁରସ୍କାର ଘୋଷିତ: ଓଡ଼ିଶାରୁ ପାଇବେ ୬ ଜଣ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

 Breaking News

ପଦ୍ମ ପୁରସ୍କାର ଘୋଷିତ: ଓଡ଼ିଶାରୁ ପାଇବେ ୬ ଜଣ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

ପଦ୍ମ ପୁରସ୍କାର ଘୋଷିତ: ଓଡ଼ିଶାରୁ ପାଇବେ ୬ ଜଣ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ
January 25
20:58 2022

ଭୁବନେଶ୍ୱର, ୨୫/୧: ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା । ଓଡ଼ିଶାର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ । ଏନେଇ ମଙ୍ଗଳବାର କେନ୍ଦର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଅଲମ୍ପିକ୍ ପଦକ ବିଜେତା ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।ସେହିପରି ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଇଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031