Indus Valley Times

ପାହାଡ ପାଣି ଗାଁରେ ପଶି ବନ୍ୟା ପରିସ୍ଥିତି

 Breaking News

ପାହାଡ ପାଣି ଗାଁରେ ପଶି ବନ୍ୟା ପରିସ୍ଥିତି

ପାହାଡ ପାଣି ଗାଁରେ ପଶି ବନ୍ୟା ପରିସ୍ଥିତି
July 23
21:00 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ
ବୈାଦ୍ଧ,୨୩/୭: ବୈାଦ୍ଧଜିଲ୍ଲା ହରଭଙ୍ଗା ପ୍ଲକ ବାମଣ୍ଡା ଗ୍ରାମ ପ ।ୟତର ବିରଗଡ ଗ୍ରାମର ନିକଟରେ ଥିବା ଏକ ଜଙ୍ଗଲରେ ପାହାଡର ବର୍ଷାପାଣି ପଶି ଗ୍ରାମରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ମନୁଷ୍ୟ କୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରାରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ମିଳିଥିବା ସୁଚନା ଅନୁସାରେ, ବର୍ଷ ବର୍ଷ ଧରି ଯେଉଁବାଟ ଦେଇ ପାହାଡ ଜଙ୍ଗଲରୁ ବର୍ଷା ଜଳ ନିଷ୍କାସନ ହେଉଥିଲା ଚଳିତ ବର୍ଷ ସେହି ବାଟ ଅବରୋଧ ହୋଇଛି । ଗ୍ରାମର ଜଣେ ବ୍ୟକ୍ତି ଜେସିବି ଲଗାଇ ନିଜ ଜମିକୁ ହୁଡା ଦେଇ ସଜାଇଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି । ଫଳରେ ବର୍ଷା ଯୋଗୁଁ ବର୍ଷା ପାଣି ନସ୍କାସନ ହୋଇନ ପାରି ବିରିଗଡ ଗ୍ରାମରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଗ୍ରାମରେ ଡ୍ରେନ ନିର୍ମାଣ କାର‌୍ୟ୍ୟ କରାଯିବାକୁ କିମ୍ବା ଜଳ ନିଷ୍କାସନ ପାଇଁ ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031