Indus Valley Times

ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ : ପ୍ରଥମ ରାଉଣ୍ଡରେ ୧୪୦୬ ଭୋଟ୍‌ରେ ବିଜେଡି ଆଗୁଆ

 Breaking News

ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ : ପ୍ରଥମ ରାଉଣ୍ଡରେ ୧୪୦୬ ଭୋଟ୍‌ରେ ବିଜେଡି ଆଗୁଆ

ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ : ପ୍ରଥମ ରାଉଣ୍ଡରେ ୧୪୦୬ ଭୋଟ୍‌ରେ ବିଜେଡି ଆଗୁଆ
October 03
09:57 2021

ଭୁବନେଶ୍ୱର ୩/୧୦: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି ।
ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ସେହିପରି ପ୍ରଥମ ରାଉଣ୍ଡରେ ମଧ୍ୟ ରୁଦ୍ର ମହାରଥୀ ଆଗୁଆ ରହିଛନ୍ତି ।
ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ୧୪୦୬ ଭୋଟରେ ଆଗୁଆ ରହିଛନ୍ତି । ସେ ଗୋଡିପଡା, ମାଟିଆପଡା, ରେଙ୍ଗଳରେ ଆଗୁଆ ରହିଛନ୍ତି ।
ତାଙ୍କୁ ୪୦୫୫ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୬୪୯ ଭୋଟ୍ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୭୬୫ ଭୋଟ୍ ମିଳିଛି । ପରେ ଏହି ଟ୍ରେଣ୍ଟ୍ ବଦଳି ମଧ୍ୟପାରେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930