Indus Valley Times

ପୁଲିସ୍ ଭ୍ୟାନରେ ବୁଲି ବିଧାୟକଙ୍କ ଭାଇ ନୋଟ୍ ବାଣ୍ଟିବାର ଭିଡିଓ ଭାଇରାଲ

 Breaking News

ପୁଲିସ୍ ଭ୍ୟାନରେ ବୁଲି ବିଧାୟକଙ୍କ ଭାଇ ନୋଟ୍ ବାଣ୍ଟିବାର ଭିଡିଓ ଭାଇରାଲ

ପୁଲିସ୍ ଭ୍ୟାନରେ ବୁଲି ବିଧାୟକଙ୍କ ଭାଇ ନୋଟ୍ ବାଣ୍ଟିବାର ଭିଡିଓ ଭାଇରାଲ
February 16
11:08 2022

ଭୁବନେଶ୍ୱର,୧୬/୨: ନିର୍ବାଚନ ମତଦାନର ଗୋଟେ ଦିନ ପୁର୍ବରୁ ନୋଟ ବାଣ୍ଟିବା ପାଇଁ ପୁଲିସ୍ ଭ୍ୟାନକୁ ବ୍ୟବହାର କରାଯାଇଛି । ସେ ପୁଣି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ସଂପର୍କୀୟ ଭାଇ ସୁଜିତ୍ ମେହେର । ପୋଲିସ ଗାଡିରେ ଯାଇ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି । ପାଟଣାଗଡ଼ ବ୍ଲକର ପାଣ୍ଡେସରା ଗାଁକୁ ଯାଇ ଭୋଟ୍ ପାଇଁ ନୋଟ୍ ବାଣ୍ଟିଥିଲେ ସୁଜିତ୍ ମେହେର ।
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ମ୍ୟାନେଜର ଭାବରେ ସବୁ ଟଙ୍କା କାରବାର ବୁଝିଥାନ୍ତି । ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି । ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031