Indus Valley Times

ପୁଲିସ ଏସ୍‌ଆଇ ମାନଙ୍କ ପାଇଁ ଖୁସି ଖବର, କୋହଳ ହେଲା ନିୟମ

 Breaking News

ପୁଲିସ ଏସ୍‌ଆଇ ମାନଙ୍କ ପାଇଁ ଖୁସି ଖବର, କୋହଳ ହେଲା ନିୟମ

ପୁଲିସ ଏସ୍‌ଆଇ ମାନଙ୍କ ପାଇଁ ଖୁସି ଖବର, କୋହଳ ହେଲା ନିୟମ
November 13
18:00 2024

ଭୁବନେଶ୍ୱର,୧୩/୧୧: ଆସିଲା ଏସ୍‌ଆଇଙ୍କ ପାଇଁ ଖୁସି ଖବର। ଏଣିକି ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷ ସ୍ଥାନରେ ୭ ବର୍ଷକୁ ରାଜ୍ୟ ସରକାର କମାଇ ଦେଇଛନ୍ତି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହେଉଥିଲେ। ତେବେ ବର୍ତ୍ତମାନ ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930